କେଉଁ କେଉଁ ପ୍ରକଳ୍ପ କେତେ ବାଟ ଆଗେଇଛି ? ବ୍ୟାପକ ଫିଲ୍ଡ ଭିଜିଟ୍ ସହ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା…
କେନ୍ୟୁଜ୍(ବ୍ୟୁରୋ): ଆକ୍ସନ ମୋଡରେ ରାଜ୍ୟ ପ୍ରଶାସନ । ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ । କେଉଁ କେଉଁ ପ୍ରକଳ୍ପ କେତେ ବାଟ ଆଗେଇଛି ? କେବେ ସୁଦ୍ଧା ସରିବ ପ୍ରକଳ୍ପ କାମ ? ବିଭିନ୍ନ ଯୋଜନାରୁ ହିତାଧିକାରୀଙ୍କୁ ଫାଇଦା ମିଳୁଛି କି ନାହିଁ ? ବ୍ୟାପକ ଫିଲ୍ଡ…