ଚିକିତ୍ସାଳୟରୁ ଶିଶୁ ଚୋରି ଅଭିଯୋଗ, ଧରାପଡିଲେ ୨ ମହିଳା
ବାଲେଶ୍ବର: ଚୋରି କରି ନେଇଯାଉଥିବାବେଳେ ଧରାପଡିଲା ପିଲା ଚୋରଣୀ । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଛୁଆ ଚୋରି କରୁଥିବା ୨ ମହିଳାଙ୍କୁ କାବୁ କରି ମେଡିକାଲ ଫାଣ୍ଡି ରେ ଜିମା ଦେଇଛନ୍ତି । ଭୋଗରାଇ ବ୍ଲକର ଆରୁହାବୃତ୍ତି ଅଞ୍ଚଳର ସତ୍ୟବ୍ରତ ଦାସ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ…