ଧଳା କ୍ୱାର୍ଜ ପଥର ସହ ଦାମୀ ଗାଡ଼ି ଜବତ, ୬ ଗିରଫ
ମାଲକାନଗିରି: କୋଟି କୋଟି ଟଙ୍କାର ଧଳା କ୍ୱାର୍ଜ ପଥର ସହ ଦାମୀ ଗାଡ଼ି ଜବତ । ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୮ ମୋବାଇଲ ଫୋନ ଜବତ । ଦୁଇଟି ହାଇବା ଗାଡ଼ି, ଗୋଟିଏ ଜେସିବି, ପ୍ରକଲିନ ଗାଡି ସହ ଗୋଟିଏ ବାଇକ ଜବତ ଜବତ କରିଛି ବନବିଭାଗ ।
ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ…