Browsing Tag

stop drain work

ଡ୍ରେନ ନିର୍ମାଣ ପାଇଁ ଗଛ କାଟୁଥିଲେ ଠିକାଦାର, ବିରୋଧ କରି ଗ୍ରମବାସୀ କଲେ କର୍ଯ୍ୟବନ୍ଦ

ଡ୍ରେନ ଖୋଳିବା ସମୟରେ ରାସ୍ତା କଡରୁ ବଡବଡ ଗଛ ଉପାଡିବାରୁ ଗ୍ରାମବାସୀଙ୍କ ବିରୋଧ । ଅଭିଯୋଗ ଆସିଛି କଟକ ଜିଳ୍ଲା ଗୋବିନ୍ଦପୁର ପଞ୍ଚାୟତର କୁସୁନ୍ଦା ଗାଁରୁ ।  କୁସୁନ୍ଦା ଠାରୁ ସୁଲେଇ ଛକ ପର୍ଯ୍ୟନ୍ତ ରାସ୍ତା କଡରେ ଡ୍ରେନ ନିର୍ମାଣ କରିବାକୁ ବ୍ଲକ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି ।…