Below header
Browsing Tag

students crying

ଗୁରୁ-ଶିଷ୍ୟ ସମ୍ପର୍କର ମଧୁର ଚିତ୍ର: ପ୍ରଧାନ ଶିକ୍ଷକଙ୍କ ବଦଳିରେ କାନ୍ଦ ବୋବାଳିରେ ଫାଟିଲା ସ୍କୁଲ ପରିସର

ନବରଙ୍ଗପୁର(କେନ୍ଯୁଜ୍): ଗୁରୁ-ଶିଷ୍ୟ ପରମ୍ପରାର ମଧୁର ଚିତ୍ର । ପ୍ରଧାନ ଶିକ୍ଷକଙ୍କ ବଦଳିରେ ସ୍କୁଲ ପରିସରରେ କାନ୍ଦିଲେ ଛାତ୍ରଛାତ୍ରାୀ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଗୁରୁ-ଶିଷ୍ୟ ପରମ୍ପରାର ଏହି ମଧୁର ଚିତ୍ର ।…