Browsing Tag

successfully separate conjoined twins at aiims

ଚିକିତ୍ସା ବିଜ୍ଞାନରେ ଇତିହାସ, ଯୋଡ଼ା ଶିଶୁଙ୍କୁ ସଫଳତାର ସହ ଅପରେସନ୍‌ କରି ଅଲଗା କଲେ ଯୋଧପୁର ଏମ୍‌ସ ଡାକ୍ତର

ଯୋଧପୁରର ଏମ୍‌ସ ଡାକ୍ତରଙ୍କୁ ମିଳିଛି ଅଦ୍ଭୁତପୂର୍ବ ସଫଳତା। ଚାରିଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡାକ୍ତରୀ ଟିମ୍‌ ଯାଆଁଳା ଯୋଡ଼ା ଶିଶୁକୁ ପରସ୍ପର ଠାରୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଯାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡ଼ି ହୋଇ ରହିଥିଲା। ଉଭୟଙ୍କ ଓଜନ ମିଶି ପାଖାପାଖି ୩ କେଜି ଥିବାରୁ…