Browsing Tag

Sudhakar Basant

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, ଡ଼ାକ୍ତରଖାନାରେ ଭର୍ତ୍ତି

କଟକ (କେନ୍ୟୁଜ): ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର । କଟକ ମଙ୍ଗୁଳି ଛକରେ ଟ୍ରକ୍ ପଛରୁ ପିଟିଲା ସୁଧାକରଙ୍କ କାର୍ । ତାଙ୍କ ଛାତି ଓ ମୁଣ୍ଡର ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ସୁଧାକାର ବାରିପଦାରୁ ସୁଟିଂ…