Below header
Browsing Tag

SUMANI’S AGNIPARIKHYA

ଅଗ୍ନି ପରୀକ୍ଷା : ପରକୀୟା ପ୍ରୀତି ଅଭିଯୋଗ କରି ବୋହୂର ହାତକୁ ପୋଡ଼ି ଦେଲା ଶାଶୁ

ମଥୁରା : ବର୍ବରତା । ଜଣେ ଶାଶୁ ତାର ବହୂର ହାତକୁ ଚେଙ୍କ ଦେଇ ପୋଡ଼ି ଦେଇଛି । ବିବାହିତ ମହିଳା ଜଣକ ହେଛନ୍ତି ଉତ୍ତର ପ୍ରଦେଶ ମଥୁରାର । ତାଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି ଶାଶୁ ଏଭଳି କରିଥିବା ମହିଳା ଜଣକ ସ୍ଥାନୀୟ ମନ୍ତ ଥାନାରେ ଅଭିଯୋଗ କରିଛନ୍ତି । ଶାଶୁ ଘର ଲୋକେ  ସବୁ ବେଳେ…