Below header
Browsing Tag

sumitra bhave

ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ଲେଖିକା ସୁମିତ୍ରା ଭାବେଙ୍କ ପରଲୋକ, ଦୀର୍ଘଦିନ ହେବ ଫୁସ୍‌ଫୁସ୍‌ ରୋଗରେ ଥିଲେ ପୀଡ଼ିତ

ପରଲୋକରେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ଲେଖିକା ସୁମିତ୍ରା ଭାବେ। ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋଇ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସୁମିତ୍ରାଙ୍କ ଦୋହାନ୍ତ ଖବର ଫିଲ୍ମ ନିର୍ଦ୍ଦେଶକ ସୁନୀଲ ସୁଖତଙ୍କର ଦେଇଛନ୍ତି।…