Below header
Browsing Tag

Sunanda Pushkar death

ଶଶି ଥରୁରଙ୍କୁ ବଡ଼ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରେ ଦୋଷମୁକ୍ତ କଲେ କୋର୍ଟ

ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ବଡ଼ ଆଶ୍ୱସ୍ତି। ଦିଲ୍ଲୀର ରାଉସ ଏଭେନ୍ୟୁ କୋର୍ଟ ଆଜି ଶଶି ଥରୁରଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। ଶଶି ଥରୁରଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ କୋର୍ଟ ଖଣ୍ଡନ କରି ତାଙ୍କୁ ଦୋଷମୁକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୭…

ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଥରୁର୍‌ଙ୍କ ସମ୍ପର୍କର ପର୍ଦ୍ଦାଫାସ୍‌, ପୋଲିସ୍‌ ଲଗାଇଲା ବଡ଼ ଆରୋପ

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ପରେ କଂଗ୍ରେସ ନେତା ଶଶୀ ଥରୁର୍‌ଙ୍କ ଅଡ଼ୁଆ ବଢ଼ିଛି। ଶନିବାର ଦିଲ୍ଲୀ ପୁଲିସ ରାଉଜ ଏଭନ୍ୟୁ କୋର୍ଟରେ କହିଛି ଯେ ଶଶି ଥରୁର୍‌ଙ୍କ ବିରୋଧରେ ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ନେଇ ମାମଲା ରୁଜୁ କରିବା ଉଚିତ। ଶୁଣାଣି ବେଳେ ବହୁ…