Browsing Tag

sunni waqf board

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଯିବ ନାହିଁ ସୁନ୍ନି ୱାକଫ୍ ବୋର୍ଡ, ଆଜି ବସିଥିବା ବୋର୍ଡ ମିଟିଂ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଯିବ ନାହିଁ ସୁନ୍ନି ୱାକଫ୍ ବୋର୍ଡ। ଆଜି ବସିଥିବା ବୋର୍ଡ ମିଟିଂ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ସୁନ୍ନି ୱାକଫ ବୋର୍ଡ ପୁନଃ ବିଚାର ପାଇଁ ପିଟିସନ ଦାଖଲ କରିବ ନାହିଁ। ଅଧୋଧ୍ୟା ଜମି ବିବାଦ ମାମଲାରେ…