Below header
Browsing Tag

super pink moon

ଆକାଶରେ ଆଜି ବିରଳ ଦୃଶ୍ୟ: ଦେଖାଯିବ ‘ଫୁଲ ପିଙ୍କ୍‌ ମୁନ୍‌’ ବା ଗୋଲାପି ଜହ୍ନ

କେନ୍ୟୁଜ୍: ଆଜି ଦେଖାଯିବ ଗୋଲାପି ଜହ୍ନ । ଆକାଶରେ ଆଜି ଅଦ୍ଭୂତପୂର୍ବ ଦୃଶ୍ୟ ଦେଖାଯିବ । ଆଜି ‘ଫୁଲ ପିଙ୍କ୍‌ ମୁନ୍‌’ ବା ‘ଏପ୍ରିଲ୍‌ ଫୁଲ୍‌ ମୁନ୍‌’ ଦେଖାଯିବ । ସାରା ସପ୍ତାହ ଆକାଶରେ ଦେଖାଯିବ ଗୋଲାପି ଜହ୍ନ । ଆଜି ସନ୍ଧ୍ୟା ୭ଟା ୫୫ରେ ଜହ୍ନ ସମ୍ପୂର୍ଣ୍ଣ ଗୋଲ ହୋଇଯିବ ବୋଲି ନାସା ପକ୍ଷରୁ…

ପୃଥିବୀର ନିକଟତର ହେବ ଚନ୍ଦ୍ରମା, ଆସନ୍ତା ଏପ୍ରିଲ ୮ରେ ଭାରତରେ ଦେଖାଯିବ ସୁପର ପିଙ୍କ ମୁନ 

ପୁଣିଥରେ ସୁପର ମୁନ ଦେଖିବାର ସୁଯୋଗ ପାଖେଇ ଆସୁଛି। ଏଥର ସୁପର ମୁନ ଆସନ୍ତା ଏପ୍ରିଲ ୮ ତାରିଖରେ ଅପରାହ୍ନ ୨.୩୫ ମିନିଟ ଜିଏମଟି (ଭାରତୀୟ ସମୟ ଅନୁସାରେ ସକାଳ ୮.୦୫ ମିନିଟ)ରେ ନଜର ଆସିବ। ଆଉଚନା ମୁତାବକ ଏହା ବର୍ଷର ସବୁଠାରୁ ଚମକଦାର ଏବଂ ବଡ଼ ଚନ୍ଦ୍ର। ଏହାକୁ ଗୋଲାପୀ ଚନ୍ଦ୍ରମା ବା ପିଙ୍କ…