Below header
Browsing Tag

super spreader

ଭୁବନେଶ୍ବର: ଅଟା କମ୍ପାନୀରେ କରୋନା ବିସ୍ଫୋରଣ, ସାଜିଲା ରାଜଧାନୀର ସୁପରସ୍ପ୍ରେଡର

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ସୁପର ସ୍ପ୍ରେଡର ସିଜିଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଅଟା କମ୍ପାନୀ। ୩୫ଜଣ କର୍ମଚାରୀଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଇଛି। ଆଜି ଭୁବନେଶ୍ବରରେ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୫ ଜଣ ଗୋଟିଏ ଅଟା…

ସୁପର ସ୍ପ୍ରେଡର ପେସେଣ୍ଟ ନମ୍ବର ୬୧, ଏଗାର ଜଣଙ୍କୁ ବାଣ୍ଟିଛନ୍ତି ଭାଇରସ୍‌

ଭୁବନେଶ୍ୱର (କେ.ନ୍ୟୁଜ୍‌) : ସୁପର ସ୍ପ୍ରେଡର-୬୧। ରାଜ୍ୟର କରୋନା ପେସେଣ୍ଟ ନମ୍ବର ୬୧ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ବାଲେଶ୍ୱର ନେଳିଆବାଗ ଅଞ୍ଚଳର ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏପର୍ଯ୍ୟନ୍ତ ୧୧ ଜଣ ଆସିଛନ୍ତି । ଅର୍ଥାତ ଅନ୍ୟ ୧୧ ଜଣଙ୍କୁ ସେ ବାଣ୍ଟିଛନ୍ତି ଭାଇରସ୍‌ । ସମସ୍ତ…