Below header
Browsing Tag

supremecourt hearing

ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲଙ୍କ ଜେଲ ଦଣ୍ଡ ଉପରେ ଆଜି ହେବ ଶୁଣାଣି

ରାହୁଲ ଗାନ୍ଧୀଙ୍କୁ ଜେଲ ଦଣ୍ଡ ମାମଲାରେ ଆଜି ସୁପ୍ରିମ ଶୁଣାଣି । ମୋଦି ସରନେମ୍‌ ମାମଲାରେ କଂଗ୍ରେସ ନେତା ରାହୁଲଙ୍କ ଜେଲ ଦଣ୍ଡ ଉପରେ ଆଜି ଶୁଣାଣି କରିବେ ସୁପ୍ରମକୋର୍ଟ । ଗତ ୧୮ ତାରିଖରେ ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ୧୦ ଦିନ ମଧ୍ୟରେ ଉତ୍ତର…

ସିବିଆଇ ବିବାଦ ମାମଲାରେ ପୁଣି ଘୁଞ୍ଚିଲା ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ସିବିଆଇ ବିବାଦ ମାମଲାରେ ପୁଣି ଘୁଞ୍ଚିଲା ଶୁଣାଣି । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆଲୋକ ବର୍ମାଙ୍କ ରିପୋର୍ଟ ଲିକ୍‌ ନେଇ ବିରକ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଆଲୋକ ବର୍ମାଙ୍କ ରିପୋର୍ଟ କିପରି ମିଡିଆକୁ ଗଲା…