Browsing Tag

surrounded by tombs

ଅଦ୍ଭୁତ ରେଷ୍ଟୁରାଣ୍ଟ: ଯେଉଁଠି କବର ଭିତରେ ଲଞ୍ଚ ଓ ଡିନର୍‌ର ମଜା ନିଅନ୍ତି ଲୋକେ

କଥାଟି ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଆପଣମାନେ ଅନେକ ରେଷ୍ଟୁରାଣ୍ଟକୁ ଖାଦ୍ୟ ଖାଇବାକୁ ସାଙ୍ଗ ହେଉ ଅବା ପରିବାର ଲୋକଙ୍କ ସହିତ ଯାଇଥିବେ। କିନ୍ତୁ କେବେ ବି କବରସ୍ଥାନରେ ରେଷ୍ଟୁରାଣ୍ଟ ବିଷୟରେ ହୁଏତ ଆପଣ ଶୁଣି ନଥିବେ। ମଶାଣି ବା କବରସ୍ଥାନ ନାଁ ଶୁଣିବା ମାତ୍ରେ ଲୋକଙ୍କ…