ଦୁର୍ଘଟଣାରେ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରର ୬ ଜଣଙ୍କ ମୃତ୍ୟୁ ପରେ ପରିବାରକୁ ଭେଟିଲେ ମନ୍ତ୍ରୀ
ବିହାରର ସିକନ୍ଦରା ଶେଖପୁରା ଏନ୍ଏଚ୍-୩୩୩ରେ ହଲସୀ ଥାନା ଅଧୀନସ୍ଥ ପିପରା ଗାଁ ନିକଟରେ ମଙ୍ଗଳବାର ଦିନ ଏକ ଟ୍ରକ୍ ଓ ସୁମୋ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ହେଉଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଓ…