ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନରେ ଭାବବିହ୍ଵଳ ହେଲେ ଫ୍ୟାନ୍ସ, ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଲା #SushantDay ଏବଂ…
ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୬ ମସିହା ଆଜିର ଦିନରେ ହିଁ ସୁଶାନ୍ତ ପାଟନାରେ ଜନ୍ମ ହୋଇଥିଲେ। ଯଦି ଆଜି ସେ ଏହି ଦୁନିଆରେ ଥାଆନ୍ତେ, ତା’ହେଲେ ସେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ନିଜର ୩୫ତମ ଜନ୍ମଦିନ ପାଳନ କରୁଥାଆନ୍ତେ। କିନ୍ତୁ ୪ ଭଉଣୀରେ…