Below header
Browsing Tag

sushnta singh rajput forensic report

ଆସିଲା ସୁଶାନ୍ତଙ୍କ ଫରେନ୍ସିକ ରିପୋର୍ଟ, ହତ୍ୟା କରାଯାଇ ନାହିଁ ହୁଏତ ସେ ଆତ୍ମହତ୍ୟା କରିଥାଇ ପାରନ୍ତି !

ତିନି ମାସରୁ ଅଧିକ ହେଲାଣି ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା। ହେଲେ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିପାରିନାହିଁ। ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ। ଏ ନେଇ ଦେଶର ଜଣାଶୁଣା ବଡ ତିନିଟି ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ…