Below header
Browsing Tag

suspected dead

ଖୋର୍ଦ୍ଧା: ଟାଙ୍ଗୀରେ ସନ୍ଦେହଜନକ ଅବସ୍ଥାରେ ନାବାଳିକାର ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ  ଗୋଡି ପାଟଣା  ସାହିରେ  ଘଟିଛି ଏକ ହୃଦୟ  ବିଦାରକ ଦୁଃଖଦ ଘଟଣା । ଆଜି ମଧ୍ୟାହ୍ନରେ  ଘରେ ଶୋଇଥିବା ବେଳେ ନାବାଳିକାର ମୃତ୍ୟୁ ଘଟିଛି । ଟାଙ୍ଗୀ ଗୋଡି ପାଟଣା ସାହିର  ରବି  ପ୍ରଧାନଙ୍କ ୬ ବର୍ଷର ଝିଅ ଇତି ପ୍ରଧାନ ବହୁ ସମୟ…

ସମ୍ବଲପୁର: ଖାଇସାରି ଶୋଇବା ପରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ଯୁ, ଗାଁଲୋକଙ୍କ ସ୍ତ୍ରୀ ଉପରେ ସନ୍ଦେହ

କୁଚିଣ୍ଡା(କେନ୍ୟୁଜ୍):ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ରଙ୍ଗିଆଟିକିରା ପଞ୍ଚାୟତ କହପାଣି ଗ୍ରାମରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ଯୁ।  ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ କହପାଣି ଗଉଡପଡାର ବୃଷଭ ବେହେରା ଶୁକ୍ରବାର ରାତିରେ ଖିଆପିଆ ସାରି…

ଯାଜପୁର: ମହିଳା ପିଇଓଙ୍କ ସନ୍ଦେହଜନକ ମୃତ୍ୟୁ, ଭତ୍ତା ବାଣ୍ଟିବାକୁ ଯାଇଥିବା ବେଳେ ଅଫିସ ଗୃହରୁ ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ୍):  ମହିଳା ପିଇଓଙ୍କ ସନ୍ଦେହଜନକ ମୃତ୍ୟୁ । ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିବା ବେଳେ ନିକଟରେ ଥିବା  ଅଫିସଗୃହରୁ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତରେ । ମୃତ ମହିଳା ପିଇଓ ହେଲେ…