କେଜ୍ରିୱାଲଙ୍କ ଘର ବାହାରେ ୩ ଟ୍ରକ୍ ଅଳିଆ ଫିଙ୍ଗୁଥିଲେ ସ୍ଵାତୀ ମାଲିୱାଲ, ଉଠାଇନେଲା ପୋଲିସ
ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ମାଲିୱାଲ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଅଳିଆ ଫିଙ୍ଗି ବିରୋଧ ପ୍ରଦର୍ଶନ କରିବା ପାଇଁ ଆସିଥିଲେ । ଏହି ସମୟରେ ପୋଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା । ଗଣମାଧ୍ୟମକୁ ସେ…