ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ ଅସୁସ୍ଥ

ନୂଆଦିଲ୍ଲୀ: ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଗୁରୁତର ହେବାରୁ ସ୍ୱାତୀଙ୍କୁ ଦିଲ୍ଲୀସ୍ଥିତ ଏଲ୍‌ଏନ୍‌ଜେପି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଷ୍କର୍ମ ଦୋଷୀଙ୍କୁ ୬ ମାସ ମଧ୍ୟରେ ଫାଶୀ ଦେବା ଦାବିରେ ୧୦ ଦିନରୁ ଅଧିକ ହେବ ଆମରଣ ଅନଶନରେ ବସିଛନ୍ତି ସ୍ୱାତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.