Below header
Browsing Tag

synthetic paneer

କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣା: କୋଲକାତ ଗଲା କମିଶନରେଟ ପୋଲିସର ଏକ ଟିମ

କଟକ(କେନ୍ୟୁଜ୍):  କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣାରେ ତନାଘନା ତଦନ୍ତ ଚଳାଇଛି କମିଶନରେଟ ପୋଲିସ । କୋଲକାତରୁ ସିନ୍ଥେଟିକ ପନିର ଆସୁଥିବା ସୂଚନା ମିଳିବା ପରେ ସେଠାକୁ କମିଶନରେଟ ପୋଲିସର ଏକ ଟିମ ଯାଇଛି । ଗତକାଲି ଏହି ଘଟଣାରେ ଜଣେ ବ୍ୟବସାୟୀ ଶୁକଦେବ ସାହୁକୁ ଗିରଫ କରିଥିଲା…

କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣା: ବ୍ୟବସାୟୀ ଶୁକଦେବ ସାହୁକୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ୍

କଟକ: କ୍ୱିଣ୍ଟାଲ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣାରେ ଜଣେ ଗିରଫ। ବ୍ୟବସାୟୀ ଶୁକଦେବ ସାହୁକୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ଧାରା ୨୭୨,୨୭୩,୪୨୦,୩୪ IPC ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫୁଡ଼ ସେଫଟି ଆଣ୍ଡ ଷ୍ଟାଣ୍ଡର୍ଡସ ଆକ୍ଟର ଧାରା ୫୧,୫୨,୫୩,୫୯ ଅନୁଯାୟୀ ମଧ୍ୟ ମାମଲା ରୁଜୁ…

ଖାଉଟିଙ୍କ ସ୍ବାସ୍ଥ୍ୟ ସହ ସଂଘାତିକ ଖେଳ ଖେଳୁଛନ୍ତି ଅପମିଶ୍ରଣକାରୀ, ଦୁଗ୍ଧ ବ୍ୟବସାୟୀ ସଂଘ କହିଲା କଟକକୁ ଦିନକୁ ୧୦ ଟନ…

କେନ୍ୟୁଜ୍(ବ୍ୟୁରୋ):  ପୁରା ନକଲି  କବଜାରେ କଟକ ସହର। କେବଳ ତେଲ, ଘିଅ, ମସଲା କିମ୍ବା ସସ୍ ନୁହେଁ ଦୁଗ୍ଧ ଜାତ ସାମଗ୍ରୀରେ ମଧ୍ୟ ବେଶ ବାରି ହୋଇ ଯାଉଛି ଅପମିଶ୍ରଣର ଗନ୍ଧ। ଜନସାଧରଣଙ୍କ ସ୍ବାସ୍ଥ୍ୟ ସହ  ଖେଳାଯାଉଛି ସାଂଘାତିକ ଖେଳ। ମୁନାଫାଖୋର ବ୍ୟବସାୟୀ ମଧ୍ୟ ଏସବୁ ନକଲି ସାମଗ୍ରୀ ବିକି…

କଟକରୁ ୧ କ୍ୱିଣ୍ଟାଲ୍ ସିନ୍ଥେଟିକ୍‌ ପନିର୍‌ ଜବତ! ଏଥିରେ ଯାହା ମିଶୁଥିଲା ଜାଣିଲେ ଉଡିଯିବ ହୋସ୍

କଟକ : ବର୍ତ୍ତମାନ ନକଲି ସାମଗ୍ରୀର ହବ୍‌ ପାଲଟିଛି କଟକ । ପ୍ରତିଦିନ ଜବତ ହେଉଛି ନକଲି ଖାଦ୍ୟ ସାମଗ୍ରୀ । କେତେବେଳେ ଭେଜାଲ୍ ତେଲ ତ କେତେବେଳେ ଭେଜାଲ୍ ସସ୍ । ତେବେ ଆଜି ପୁଣି ଜବତ ହୋଇଛି ୧ କ୍ୱିଣ୍ଟାଲ ସିନ୍ଥେଟିକ୍‌ ପନିର୍‌ । OMP ଛକ ନିକଟରୁ ପନିର ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ…