Below header
Browsing Tag

taking bribe

ଗୁହାଳ ଯୋଜନାରେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଜେଇ

ଗଞ୍ଜାମ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଜେଇ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଗଞ୍ଜାମ ବେଗୁନିଆପଡ଼ା ଜେଇ ସୁଧାଂଶୁ ଶେଖର ମଲ୍ଲିକ । ମୋ ଗୁହାଳ ଯୋଜନାରେ ହିତାଧିକାରୀଙ୍କଠାରୁ ଏହି ଲାଞ୍ଚ ନେଉଥିଲେ । ଗୋରୁ ଗୁହାଳ ସହାୟତା ଟଙ୍କା ମଞ୍ଜୁର କରିବାକୁ ଦାବି କରିଥିଲେ ଏହି…

ପୁରୀ ସଦର ମୁଖ୍ୟ ଚିକିିତ୍ସାଳୟରେ ଲୋକଙ୍କଠାରୁ ଲାଞ୍ଚ ନେଉଛନ୍ତି କର୍ମଚାରୀ, ଭାଇରାଲ୍ ହେଉଛି ଭିଡିଓ

ପୁରୀ: ପୁରୀ ସଦର ମୁଖ୍ୟ ଚିକିିତ୍ସାଳୟରେ ଅବ୍ୟବସ୍ଥା । ଲୋକଙ୍କଠାରୁ ମେଡିକାଲର ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ଦୃଶ୍ୟ କଳିଙ୍ଗ ଟିଭି ହାତରେ ଲାଗିଛି । ଜଣେ ପ୍ରସୂତୀଙ୍କ ପରିବାରଠାରୁ ମେଡିକାଲ କର୍ମଚାରୀ ଲାଞ୍ଚ ନେଉଥିବା ଜଣାପଡ଼ିଛି । ମାଗଣା ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା…