Browsing Tag

talent boy arush

ଲୋକଙ୍କୁ ନିଜ ଟ୍ୟାଲେଣ୍ଟରେ ଚକିତ କରୁଛନ୍ତି ୪ ବର୍ଷର ବିଷ୍ମୟ ବାଳକ ଆରୁସ

ବୟସ ମାତ୍ର ଚାରି ବର୍ଷ। କିନ୍ତୁ ଲୋକଙ୍କୁ ନିଜ ଟ୍ୟାଲେଣ୍ଟରେ କରିଛନ୍ତି ଚକିତ ଏହି ବିଷ୍ମୟ ବାଳକ। ହିନ୍ଦୀ, ଓଡିଆ ଓ ଇଂରାଜୀ ଭାଷାରେ ଅନର୍ଗଳ ଗାଉଛନ୍ତି ୨୦ ରୁ ଉର୍ଦ୍ଧ ରାଇମସ। ଖାଲି ଏତିକି ନୁହେଁ ଆହୁରି ବିଭିନ୍ନ ଚମାତ୍କାରିତାରେ ପାରଙ୍ଗମ ଏହି ବିଷ୍ମୟ ବାଳକ। ଗଜପତି ଜିଲ୍ଲା…