Browsing Tag

tallent

ଭଦ୍ରକର କୁନି ପ୍ରତିଭା ଶ୍ରେୟାଂଶୁ: ନେପାଳରେ ହେବାକୁ ଥିବା ଆନ୍ତର୍ଜାତିକ ଶିଶୁ ମଡେଲ ପ୍ରତିଭା ପାଇଁ ହୋଇଛନ୍ତି…

ଭଦ୍ରକ: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଯଦି ପ୍ରତିଭା ଆଉ ଦ୍ରୁଢ ଇଚ୍ଛା ଶକ୍ତି ଅଛି ତେବେ ଜଣେ ନିହାତୀ ସଫଳତାରେ ପହଁଚିବ । ସେ କୁନି ଛୁଆଟେ ହେଉ କିମ୍ବା ବୟସ୍କ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ଶୈଶବ ବୟସରେ ଆଶ୍ଚର୍ଯ୍ଯ କରିବା ଭଳି ପ୍ରତିଭା। ଭୂଇଁ ଉପରେ…