Browsing Tag

Tamban Prijart

ଏହି ବିଲ୍ଡରଙ୍କର ଅଛନ୍ତି ୧୨୦ ସ୍ତ୍ରୀ! ଯେଉଁଠି ବନାନ୍ତି ଘର, ସେଇଠି କରନ୍ତି ବିବାହ

ଥାଇଲ୍ୟାଣ୍ଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ବିଲ୍ଡର ୫୮ ବର୍ଷ ବୟସରେ ୧୨୦ ଥର ବିବାହ କରିସାରିଲେଣି। ତମ୍ବନ ପ୍ରେଜର୍ଟ ନାମକ ଏହି ବ୍ୟକ୍ତି ନାୟୋକ୍‌ ପ୍ରାନ୍ତର ଫ୍ରାମନି ଜିଲା ମୁଖ୍ୟ ଅଟନ୍ତି। ଥାଇଲ୍ୟାଣ୍ଡରେ ବହୁବିବାହ ପ୍ରତିବନ୍ଧକ ଥିବା ସତ୍ତ୍ୱେ ସେ ବେନିୟମ…