Browsing Tag

tapu mishra health condition

ପୁଣି ସ୍ୱାସ୍ଥ୍ୟ ବିଗିଡ଼ିଲା ଓଲିଉଡ୍‌ ଗାୟିକା ତପୁ ମିଶ୍ରଙ୍କର, ଅନ୍ୟ ଏକ ହସପିଟାଲକୁ ସ୍ଥାନାନ୍ତର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଲିଉଡ୍‌ ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପୁଣି ଅବନତି ଘଟିଛି । ଗତକାଲି ରାତିରେ ଏ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ଦଶ ଦିନ ହେବ ତପୁ ଭୁବନେଶ୍ୱରର ଏକ ଘରୋଇ…