Browsing Tag

tarzan

ହଲିଉଡ୍ କି ବଲିଉଡ୍ ଫିଲ୍ମ ନୁହେଁ ଝାରସୁଗୁଡ଼ାରେ ଅଛନ୍ତି ରିଅଲ ଟାର୍ଜନ, ଉଲଗ୍ନ ହୋଇ ଜଙ୍ଗଲରେ ରହୁଛନ୍ତି

ଝାରସୁଗୁଡା(କେନ୍ୟୁଜ୍): ଏକବିଂଶ ଶତାବ୍ଦୀର ବଣ ମଣିଷ । ଜଙ୍ଗଲରେ ରହୁଛନ୍ତି । ପୂରା ଲଙ୍ଗଳା । ନିବସ୍ତ୍ର ହୋଇ ବୁଲୁଛନ୍ତି ଏଣେତେଣେ । ଆହାର କହିଲେ ଜଙ୍ଗଲର ଫଳମୂଳ । ନାଁ- ଗୋପାଳ ନାଏକ । ଘର- ଝାରସୁଗୁଡ଼ା ଜିଲ୍ଲା ଖୁଣ୍ଟାମାଲ ପଞ୍ଚାୟତର ସୁଡୁଙ୍ଗ ଗାଁ । ଜ୍ଞାନ ପାଇବା ପରଠୁ ଘରେ ରହୁ…