Browsing Tag

tata magic accident

ଟାଟା ମେଜିକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଆଠ ଗୁରୁତର ଆହତ

ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଗୁଆର ଗ୍ରାମ ନିକଟରେ ଏକ ଟାଟା ମେଜିକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ରେବିଡି ଗ୍ରାମର ଦିଲେସ୍ ନେନି(୧୯), ଗୁରୁତର ଆହତ ମାନଙ୍କୁ…