Browsing Tag

tea stains

ଡ୍ରେସ୍‌ରେ ଚା’ ପଡ଼ି ଦାଗ ହୋଇଯାଇଥିଲେ ଆଦୌ ଟେନ୍ସନ୍‌ ନିଅନ୍ତୁନି, ଏହି ଉପାୟରେ କରନ୍ତୁ ସଫା

ଚା’ ଏକ ଏଭଳି ପାନୀୟ ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି। ଖାସ୍‌ କରି ଥଣ୍ଡାଦିନେ ଚା’ର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ବେଳେବେଳେ ଚା’ ପିଇବା ବେଳେ ତାହା ଡ୍ରେସ ଉପରେ ପଡ଼ିଯାଏ। ଏହି ଦାଗ ସହଜରେ ଛାଡ଼େ ନାହିଁ। ଏହି ଦାଗ ଛଡ଼ାଇବାକୁ ଖୁବ୍‌ ଝାଳ ବୁହାଇବାକୁ ପଡ଼େ। କିନ୍ତୁ ଏହି ଦାଗ ହଟାଇ…