ମାସ୍କ ପିନ୍ଧିବାକୁ ରାଜି ହେଉନାହାନ୍ତି କି ପିଲା! ଏମିତି ବୁଝାନ୍ତୁ, ଆଉ ମନା କରିବେନି
କରୋନା ଭାଇରସ୍ ସଂକ୍ରମଣରୁ ମୁକ୍ତି ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ବଡ଼ମାନଙ୍କୁ ତ ମାସ୍କ ପିନ୍ଧିବାକୁ କୁହାଯାଉଛି, କିନ୍ତୁ ଛୋଟ ପିଲାଙ୍କ ମାସ୍କ ପିନ୍ଧିବା ଉପରେ ଏତେଟା ଗୁରୁତ୍ୱ ଦିଆଯାଉନାହିଁ। ମାସ୍କ ପିନ୍ଧିବା ଦ୍ୱାରା ଇନ୍ଫେକସନ୍ ବ୍ୟାପିବାର ଆଶଙ୍କା କମ୍ ରହିଛି।…