Below header
Browsing Tag

teacher allegation

କନିଷ୍ଠ ଶିକ୍ଷୟତ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ, ଖଣ୍ଡନ କଲେ ପ୍ରଧାନଶିକ୍ଷକ

ଯାଜପୁର(କେନ୍ୟୁଜ): କଥାରେ ଅଛି ଗୁରୁହିଁ ସାକ୍ଷାତ ଈଶ୍ୱର । ସବୁ ପିଲାମାନଙ୍କ ପାଇଁ ଗୁରୁଙ୍କ ଭୂମିକା ଅତି ଗୁରୁତ୍ୱ ବହନ କରେ । ଜୀବନର ଅନେକ କିଛି କଥା ଗୁରୁଙ୍କ ଠାରୁ ଶିଖିବାକୁ ମିଳିଥାଏ । ଆଉ ଯଦି ସେହି ଗୁରୁ-ଗୁରୁ ନିଜ ଭିତରେ ଟଣା ଟଣି ହେବେ, ଅରୋପ ପ୍ରତ୍ୟାରୋପ କରିବେ, ତେବେ…

ଶିକ୍ଷୟତ୍ରୀଙ୍କୁ ଟଣା ଓଟରା କରି ଜୋତା ମାଡ ଖାଇଲେ ଶିକ୍ଷକ

ଆନନ୍ଦପୁର (କେନ୍ୟୁଜ) : ସ୍କୁଲରେ ଏକାକୀ ପାଇ ଶିକ୍ଷକ୍ଷତ୍ରୀଙ୍କୁ ଜାବୁଡି ଧରିଲେ ଶିକ୍ଷକ। ଜାବୁଡି ଧରି ଜୋର ଜବରଦସ୍ତ ଫଟୋ ଉଠାଇବାକୁ କଲେ ଚେଷ୍ଟା। ପ୍ରତିବାଦ ସତ୍ତ୍ୱେ ବି ଶିକ୍ଷୟତ୍ରୀଙ୍କୁ ଛାଡନଥାନ୍ତି ଶିକ୍ଷକ। ପୁଣି ନିଲମ୍ବିତ ଶିକ୍ଷକ ଭିଆଇଛନ୍ତି ଏପରି କାଣ୍ଡ। ଜଣେ ଅବିବାହିତା…