Below header
Browsing Tag

teacher beats student

ଅଧ୍ୟାପକଙ୍କ ଦାଦାଗିରି ! ଏମିତି ମାଡ ମାରିଲେ ୧୦ ରୁ ଅଧିକ ଛାତ୍ର ହସ୍ପିଟାଲରେ

ନୟାଗଡ (କେନ୍ୟୁଜ) : ସୀମା ଡେଉଁଛି ଅଧ୍ୟାପକଙ୍କ ଦାଦାଗିରି । ନୟାଗଡ଼ ତୁଳସୀପୁର ସ୍ଥିତ ଯୁକ୍ତ ୨ ଗତିଶ୍ଵର ଟିୟୁଟୋରିଆଲରେ ଛାତ୍ରଙ୍କୁ ମାଡ଼ ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପ୍ରାୟ ୧୦ ରୁ ଅଧିକ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ମାଳିସାହି କଲେଜର ୨…

ଶ୍ଳୋକ କହିପାରିଲେନି ଛାତ୍ର, ରାଗରେ ଶିକ୍ଷକ ଏମିତି ପିଟିଲେ ଯେ କୋମାକୁ ଚାଲିଗଲେ ଛାତ୍ର

ଶିକ୍ଷକ ରାଗ ପହଁଚିଲା ଚରମ ସିମାରେ। ଆଉ ନିଜ ରାଗକୁ ନିୟନ୍ତ୍ରର କରିନପାରି ସେ ଯାହା କରିବସିଲେ ତାହା ପାଇଁ ସେ ଜୀବନ ସାରା ପଶ୍ଚାତାପ କରିବେ। ମହାରାଷ୍ଟ୍ର ପୁନେରେ ଜଣେ ଶିକ୍ଷକଙ୍କର ନିର୍ଦ୍ଦୟତା ସାମ୍ନାକୁ ଆସିଛି। ଶିକ୍ଷକ ଜଣଙ୍କ ଜଣେ ଛାତ୍ରଙ୍କୁ ଏତେ ନିର୍ଦ୍ଦୟ ଭାବରେ ବାଡେଇଛନ୍ତି ଯେ…