Below header
Browsing Tag

teachers day article

ତସ୍ମୈ ଶ୍ରୀ ଗୁରବେ ନମଃ, “ଶିକ୍ଷା”କୁ ନେଇ ଡଃ ରାଧାକୃଷ୍ଣନଙ୍କ କିଛି ଅମୂଲ୍ୟ ବାଣୀ

ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଓ ସେମାନଙ୍କୁ ଏକ ସୁନାଗରିକ ଭାବେ ଗଢିବା ପାଇଁ ଜ୍ଞାନ ଦେଇଥାନ୍ତି ଶିକ୍ଷକ ମାନେ । ସେ ବିଦ୍ୟାଳୟ ସ୍ତରରେ ହେଉ ଅବା ମହାବିଦ୍ୟାଳୟ କିମ୍ବା ବିଶ୍ବ ବିଦ୍ୟାଳୟ ସ୍ତରରେ ହେଉ ସବୁଠି ଜଣେ ଉତ୍ତମ ଶିକ୍ଷକଙ୍କର ଏକ ବିଶେଷ ମହତ୍ତ୍ୱ ରହିଛି ।  ଆଉ ସେହି…

ମା’ ବାପାଙ୍କ ପରେ ଯିଏ ଶିଶୁକୁ ଉତ୍ତମ ମାର୍ଗର ପଥିକ କରେ ସେ ‘ଗୁରୁ’, ସେମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ…

କେନ୍ୟୁଜ୍(ବ୍ୟୁରୋ):ଆଜି ଗୁରୁ ଦିବସ। ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିନଟିଏ। ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ  ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଏ । ପୂର ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ସବୁଠି ଗୁରୁ ପୂଜନ ପରମ୍ପରାକୁ ପାଳନ କରାଯାଉଛି।…