Browsing Tag

teak tree sumgling

ବନ ବିଭାଗର ସୁରକ୍ଷାରେ ଥିବା ଜଙ୍ଗଲରୁ ୬୦ ଶାଗୁଆନ ଗଛ କାଟିଲା କିଏ ? ରାସ୍ତାରୋକ କଲେ ଗ୍ରାମବାସୀ

ଉଦଳା(କେନ୍ୟୁଜ୍): ଉଦଳା ବନାଂଚଳ ଅଧିନ ନାବରାଡି ରିଜର୍ଭ ଜଙ୍ଗଲରେ ହୋଇଛି ବ୍ଯାପକ  ଶାଗୁଆନ ଗଛ କଟା । ୬୦ରୁ ଅଧିକ ଶାଗୁଆନ ଗଛ କାଟି ଦିଆଯାଇଥିବା ଘଟଣାକୁ ନେଇ ତାତିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଉଦଳା-ପୋଡାଡିହା ରାସ୍ତାକୁ ଅବରୋଧ କରିଛନ୍ତି  ଗ୍ରାମବାସୀ । ଏହି ଜଙ୍ଗଲରେ ଗତକାଲି…