ହାଲ୍ ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେଉଁ ପଦବୀ ରହିଛି ଖାଲି
ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ)ରେ ନିଯୁକ୍ତି ସୁଯୋଗ। ଏହା ଦକ୍ଷିଣ ପୂର୍ବ ଏସିଆର ପ୍ରମୁଖ ଏରୋନଟିକାଲ ଇଣ୍ଡଷ୍ଟ୍ରୀ। ହାଲ ପକ୍ଷରୁ ଟେକ୍ନସିଆନ (ଫିଟର) ପୋଷ୍ଟ ପାଇଁ ପଦବୀ ଖାଲି ରହିଥିବା ନୋଟିଫିକେସ ଜାରି କରିଛି। ଇଛୁକ ପ୍ରାର୍ଥୀ ଅନଲାଇନ ଫର୍ମାଟ ଜରିଆରେ ୨୮ ଅଗଷ୍ଟ ୨୦୧୯…