Below header
Browsing Tag

telia fish

ପାରାଦୀପ : ବୋଟରେ ପଡ଼ିଲା ୧୮ ଲକ୍ଷ ଟଙ୍କାର ୧୭ଟି ମାଛ

ପାରାଦୀପ (କେନ୍ୟୁଜ): ଦୁଇଟି ବୋଟରେ ପଡ଼ିଲା ୧୭ଟି ତେଲିଆ ବୋରେଇ ମାଛ ।  ମାଛ କିଲୋ ୬୪୦୦ ଟଙ୍କା  । ୧୭ ଟି ମାଛର ଦାମ ୧୮ ଲକ୍ଷ ଟଙ୍କା । ମାଛଧରା ବନ୍ଦରରେ ଲାଗିଥିଲା ବୋଟ। ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି । ଦୀଘା ମାର୍କେଟରେ ଏହି ମାଛ ବିକ୍ରି ହେବ ବୋଲି ଜଣାପଡିଛି।…