Below header
Browsing Tag

temptation island

ଓଟିଟି ପ୍ଲାଟଫର୍ମରେ ବି ଏଣ୍ଟ୍ରି ମାରିଲେ କଙ୍ଗନା ରାଣାଓ୍ଵତ୍‌, ଏହି ରିଆଲିଟି ଶୋ’ରେ କରିବେ ହୋଷ୍ଟିଂ

ଫିଲ୍ମ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌। ସେ ଲୋକପ୍ରିୟ ସିରିଜ୍‌ ‘ଟେମ୍ପଟେସନ୍‌ ଆଇଲ୍ୟାଣ୍ଡ’ର ଭାରତୀୟ ରୂପାନ୍ତର ମାଧ୍ୟମରେ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କରିବେ। ରିପୋର୍ଟ ମୁତାବକ, କଙ୍ଗନା ଏକ ରିଆଲିଟି ଶୋ’ର ହୋଷ୍ଟ ହେବାକୁ…