Below header
Browsing Tag

terrorists killed in J&K’s

ଅନ୍ତନାଗ ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ଅନ୍ତନାଗରେ ହୋଇଛି ଏନକାଉଣ୍ଟର । ଏଥିରେ ୨ ଆତଙ୍କବାଦୀ ସଫା ହୋଇଛନ୍ତି । ଗୋଟିଏ ଚାନ୍ସରେ ନିପାତ ହୋଇଛନ୍ତି ୨ ଆତଙ୍କୀ । ଥାଜିଓ୍ଵାରାରେ ଏନକାଉଣ୍ଟର କରିଛି ଅନନ୍ତନାଗ ପୋଲିସ । ୨ ଆତଙ୍କବାଦୀ ଚିହ୍ନଟ ହୋଇଛନ୍ତି । ଜଣଙ୍କ ନାଁ ଫୟାଜ ଅହମ୍ମଦ କୁମାର…