ଅନ୍ତନାଗ ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ଅନ୍ତନାଗରେ ହୋଇଛି ଏନକାଉଣ୍ଟର । ଏଥିରେ ୨ ଆତଙ୍କବାଦୀ ସଫା ହୋଇଛନ୍ତି । ଗୋଟିଏ ଚାନ୍ସରେ ନିପାତ ହୋଇଛନ୍ତି ୨ ଆତଙ୍କୀ । ଥାଜିଓ୍ଵାରାରେ ଏନକାଉଣ୍ଟର କରିଛି ଅନନ୍ତନାଗ ପୋଲିସ । ୨ ଆତଙ୍କବାଦୀ ଚିହ୍ନଟ ହୋଇଛନ୍ତି ।

ଜଣଙ୍କ ନାଁ ଫୟାଜ ଅହମ୍ମଦ କୁମାର ଓରଫ ଫାହିମ୍ କୁମାର । ଅନ୍ୟ ଜଣଙ୍କ ନାଁ ଓଓ୍ଵିସ୍ ଅହମ୍ମଦ ଖାନ୍ । ନିପାତ ୨ ଆତଙ୍କବାଦୀ ବହୁ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ । ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.