Browsing Tag

thadam remake

ସାଉଥ ଫିଲ୍ମ ‘ଥଡମ’ ରିମେକରେ ନଜର ଆସିବେ ବଲିଉଡର ଏହି ଅଭିନେତା, ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ସୁଟିଂ

ଫିଲ୍ମ ‘ମରଜାଓ୍ଵାଁ’ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବେଶ୍‌ ସଫଳତା ଦେଇଛି। ଏହି ଫିଲ୍ମର ସଫଳତା ପରେ ସିଦ୍ଧାର୍ଥ ଏବେ ତାମିଲ ଫିଲ୍ମର ରିମେକ୍‌ରେ ନଜର ଆସିବେ। ଫିଲ୍ମର ସୁଟିଂ ଦିଲ୍ଲୀରେ ହେବ ବୋଲି ପ୍ରସ୍ତୁତି ଚାଲିଛି। ଏହି ଫିଲ୍ମ ଆକ୍ସନରେ ଭରପୂର ହେବ। ଏହି ଫିଲ୍ମରେ ସିଦ୍ଧାର୍ଥ…