Below header
Browsing Tag

tiger gets life behind bars in mp

ମଧ୍ୟପ୍ରଦେଶ : ୩ ମଣିଷଙ୍କୁ ମାରି ବାଘ ଗଲା ହାଜତକୁ, ଅଞ୍ଚଳରେ ସୃଷ୍ଟି କରିଥିଲା ଆତଙ୍କ

ଭୋପାଳ : ବୁଲିବାର ଦିନ ଏବେ ସରିଗଲା । ବହୁତ ବୁଲିଲ ଲୋକଙ୍କୁ ମାରିଲ । ଏବେ ଚାଲ ହାଜତକୁ । ଏପରି କହିଛନ୍ତି ବନ ବିହାର ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର ଜଣେ କର୍ମଚାରୀ । ଦୀର୍ଘ ଦୀନ ଧରି ଲୋକଙ୍କୁ ଆତଙ୍କ କରି ରଖିଥିବା ଏହି ମଣିଷ ଖିଆ ବାଘକୁ ଏବେ ବନ ବିଭାଗର ଏକ ହାଜତ ମଧ୍ୟକୁ ପଠାଯାଇଛି…