Below header
Browsing Tag

timber

ପୋଲିସ କରୁଛି ପୋଲିସର ତଦନ୍ତ: ଚୋରା କାଠ କାରବାରରେ ଗିରଫ ୪ ଓଏସ୍‌ଏପି ଯବାନଙ୍କୁ ଚାଲିଛି ପଚରାଉଚରା

ଗଜପତି(କେନ୍ଯୁଜ୍): ପୋଲିସ କରୁଛନ୍ତି ପୋଲିସର ତଦନ୍ତ । ଚୋରା କାଠ କାରବାରରେ ସାମିଲ ପୋଲିସ । ଗିରଫ ହୋଇଛନ୍ତି ୪ ଓଏସ୍‌ଏପି ଜବାନ। ଜବତ ହୋଇଛି ପୋଲିସ ଗାଡ଼ି ଓ ୬୫ ହଜାର ଟଙ୍କାର କାଠ। ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏଡିଜି ଆର୍‌ପି କୋଚେ ଏହାର ତଦନ୍ତ କରୁଛନ୍ତି। ୬ ଜଣ…