Browsing Tag

tips to peel off taro roots

ଏହି ଉପାୟରେ ସାରୁ କାଟନ୍ତୁ, ଆଉ କୁଣ୍ଡାଇ ହେବନି ହାତ

ସାରୁ ଖାଇବାକୁ କିଛି ଲୋକ ଭଲ ପାଉନଥିଲେ ମଧ୍ୟ ଅନେକ ଲୋକ ଏହାକୁ ପସନ୍ଦ କରିଥାନ୍ତି। ଏହାକୁ ସାଧାରଣତଃ ଡାଲମା,ସନ୍ତୁଳା କିମ୍ବା ଚିପ୍ସ ଭାବେ ଖିଆଯାଏ। ଏହା ଖାଇବାକୁ ମଧ୍ୟ ବେଶ୍‌ ସ୍ୱାଦିଷ୍ଟ ଲାଗେ। କିନ୍ତୁ ସାରୁ କାଟିବା ବେଳେ ହାତ କୁଣ୍ଡାଇ ହେଉଥିବାରୁ ଏହାର ଚୋପା ଛଡ଼ାଇବା ଓ କାଟିବା…