Below header
Browsing Tag

total corona death cases odisha

ଆଜି ରାଜ୍ୟରେ ଆଉ ୧୨୧୯ ପଜିଟିଭ୍‌ ଚିହ୍ନଟ, ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୨୧୯ ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନରୁ ୭୦୮ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୧୧ । ଆଜି ଖୋର୍ଦ୍ଧାରୁ ୯୨ଟି ନୂଆ କେସ୍‌ ରହିଛି । ବାଲେଶ୍ୱର ଓ ସୁନ୍ଦରଗଡରୁ ସର୍ବାଧିକ ୧୦୭ ପଜିଟିଭ୍‌ ଆସିଛି । ଦ୍ୱିତୀୟରେ କଟକରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇନ୍ତି ।…