Below header
Browsing Tag

tracter driver save students life

ନଦୀ ମଝିରେ ଫସିଲା ସ୍କୁଲ ଜିପ୍‌,ଦେଖନ୍ତୁ କେମିତି ଉଦ୍ଧାର ହେଲେ ୨୦ ଜଣ ପିଲା

ବନ୍ୟାଜଳରେ ଫସିଥିବା ଏକ ସ୍କୁଲ ଜିପ୍‌ର ଉଦ୍ଧାର ଭିଡ଼ିଓ ଭାଇରାଲ ହୋଇଛି। ୨୦ ଜଣ ଛୋଟ ଛୁଆ ଥିବା ଏହି ଜିପ୍‌ ନଦୀ ମଝିରେ ପାଣିରେ ଫସିଯାଇଥିଲା। ପ୍ରବଳ ସୁଅ ଦେଖି ଡ୍ରାଇଭର ଗାଡ଼ିକୁ ଛାଡ଼ିଚାଲିଯିବା ପରେ ପିଲାମାନେ ବିକଳରେ କାନ୍ଦୁଥିଲେ। ଆଉ ଏତିକି ବେଳେ ଦେବଦୂତ ସାଜି ପହଞ୍ଚିଲେ ଜଣେ…