Browsing Tag

trade licence

ମୋହନା: ବିନା ଲାଇସେନ୍ସରେ ଚଳାଉଥିଲେ ସୋରୁମ, ଜିଲ୍ଲା ପରିବହନ ବିଭାଗ କଲା ସିଜ୍

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା କଲେଜ ଛକରେ  ଥିବା ମା ବାଳକୁମାରୀ ଟିଭିଏସ ବାଇକ ସୋରୁମ ଉପରେ ଜିଲ୍ଲା ପରିବହନ ବିଭାଗ କରିଛି ଚଢାଉ। ଚଢାଉ ବେଳେ  ବାଇକ ସେରୁମରେ ଟ୍ରେଡ ଲାଇସେନ୍ସ  ନଥିବାରୁ ସୋରୁମକୁ ସିଜ୍ କରାଯାଇଛି।  ଗଜପତି  ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ…