Below header
Browsing Tag

train toilet

ଟ୍ରେନ୍ ଟଏଲେଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବେକରେ କ୍ଷତ ଚି଼ହ୍ନ ଥିବା ନେଇ ପୋଲିସ କଲା ବଡ଼ ଖୁଲାସା

ଭୁବନେଶ୍ୱର (କେନ୍ୟୁଜ): ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା। Grp ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ। ମୃତ ମହିଳାଙ୍କ ବେକକୁ କୌଣସି ଏକ ମୁନିଆ ଜିନିଷରେ ଆଘାତ କରାଯାଇଥିବା ଅନୁମାନ କରାଯାଉଛି ।…

ଲୋକୋ ପାଇଲଟଙ୍କ ଶୌଚ ସମସ୍ୟା, ରେଳବାଇର ନିଘା ନାହିଁ

ଭାରତୀୟ ରେଲୱେ ଅନୁସାରେ ଯାତ୍ରୀଙ୍କର ସୁବିଧାର ଅଧିକ ଧ୍ୟାନ ରଖାଯାଉଛି । ଯଦି ଯାତ୍ରୀଙ୍କୁ କୌଣସି ପ୍ରକାରର ସମସ୍ୟାର ସାମନା କରିବାକୁ ପଡୁଛି ତେବେ ରେଲୱେକୁ ଅଭିଯୋଗ କରିବା ପାଇଁ ବହୁତ ଉପାୟ ରହିଛି । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଏହି ଟ୍ରେନଗୁଡିକୁ ଚଳାଇବାର ଦାୟିତ୍ୱ…