Below header
Browsing Tag

transgender collect holding tax

ହୋଲଡିଂ ଟିକସ ଆଦାୟ କରି ଚର୍ଚ୍ଚାରେ କିନ୍ନର, ୪ ଦିନରେ ଆଦାୟ କଲେ ସାଢେ ୭ଲକ୍ଷ

ଭୁବନେଶ୍ୱର(କେନ୍ୟୁଜ୍‌): ହୋଲଡିଂ ଟିକସ ଆଦାୟ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଚଳାଇଥିବା ଗୋଟିରେ ସଫଳତା ମିଳୁଛି। ଦୀର୍ଘ ବର୍ଷ ହେଲା ହୋଲଡିଂ ଟିକସ ଫାଙ୍କି ଆସୁଥିବା ଲୋକଙ୍କ ଘରକୁ କିନ୍ନର ପଠାଇ ଟିକସ ଆଦାୟ କରିବାରେ ସଫଳ ହୋଇଛି। ୪ଦିନରେ କିନ୍ନର ଗୋଷ୍ଠୀ ୭ଲକ୍ଷ ୫୨ ହଜାର ୮୭୨…