Below header
Browsing Tag

travelling

କ’ଣ ଆପଣ ବି କରୁଛନ୍ତି କି ସୋଲୋ ଟ୍ରିପ ପ୍ଲାନ ? ତେବେ ଭୁଲନ୍ତୁ ନାହିଁ ଏହି ସବୁ ଜିନିଷ

ଆଜିକାଲି ସୋଲୋ ଟ୍ରିପର ଟ୍ରେଣ୍ଡ ଖୁବ ଅଧିକ ଦେଖିବାକୁ ମିଳୁଛି । ଟ୍ରାଭେଲର ଲୋକମାନେ ନିଜ ବ୍ୟାଗ ପ୍ୟାକ୍ କରି ଏକ ଟ୍ରିପରେ ବାହାରି ଯାଆନ୍ତି । କିନ୍ତୁ କିଛି ଲୋକ ଯେଉଁମାନେ ପ୍ରଥମ ଥର ଭ୍ରମଣରେ ଯାଆନ୍ତି, ସେମାନଙ୍କ ମନରେ ଏନେଇ ଅନେକ ପ୍ରଶ୍ନ ଉଠିଥାଏ । ତେବେ, ସୋଲୋ ଟ୍ରାଭେଲ ବିଷୟରେ…

ଗର୍ଭାବସ୍ଥା ସମୟରେ ଟ୍ରାଭେଲ କରିବାକୁ ଚିନ୍ତା କରୁଛନ୍ତି କି ? ଜାଣନ୍ତୁ କେଉଁ ସବୁ ଜିନିଷକୁ ଧ୍ୟାନ ଦେବେ

ଗର୍ଭାବସ୍ଥା ସମସ୍ତ ମହିଳାଙ୍କ ପାଇଁ ଏକ ଆରାମଦାୟକ ଏବଂ ଖୁସିର ସମୟ ହୋଇଥାଏ । କିନ୍ତୁ ଏହି ସମୟରେ ଗର୍ଭବତୀ ମହିଳାମାନେ ବହୁତ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହା ସହିତ ସାଧାରଣ ମହିଳାଙ୍କ ଅପେକ୍ଷା ସେହି ସମୟରେ ଗର୍ଭବତୀ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ । ଏହା…

ଭର୍ଚ୍ଚୁଆଲ ଦୁନିଆର ମଜା ନେଇ ପାରିବେ ବସ୍‌ ଯାତ୍ରୀ, ଯାତ୍ରାବେଳେ ଜଣା ପଡ଼ିବନି ସମୟ

ବସରେ ଯାତ୍ରା କରିବା ସମୟରେ ଆପଣ ନୂଆ ନୂଆ ସ୍ଥାନ ଦେଖିବା ସହ ସେଠାକାର ପରିବେଶକୁ ଉପଭୋଗ କରନ୍ତି। କିନ୍ତୁ ବର୍ତ୍ତମାନ ଆପଣ ବସ ଭିତରେ ବସି ବିଭିନ୍ନ ସ୍ଥାନକୁ ଅନୁଭବ କରିବା ସହ ଉକ୍ତ ସ୍ଥାନର ଭରପୂର ମଜା ନେଇ ପାରିବେ । ତେବେ ଏହା ସମ୍ଭବ ହୋଇଛି କିଛି ଆଧୁନିକ ଟେକ୍ନୋଲୋଜି ଦ୍ୱାରା । ଏଭଳି…

ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭରିବାକୁ ପଡିବ ଜୋରିମାନା

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ଏହିସବୁ ଜିନିଷ ଟ୍ରେନରେ ଆଣୁଥିଲେ ଖାଲି ଦେବାକୁ ପଡ଼ିବନି ଜୋରିମାନା । ହୋଇପାରେ ଆପଣଙ୍କୁ ୩ ବର୍ଷ ଯାଏ ଜେଲ୍‌ । ଟ୍ରେନରେ ଯିବା ପୂର୍ବରୁ ଏହି ସବୁ ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ । ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି ରେଳବାଇ ବିଭାଗ…